ଆମ ରିପୋଟରକଟକଜିଲ୍ଲା

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ଏବଂ ଧଳାପଥର ଅଞ୍ଚଳର ଭାରତୀୟ ଜନତା ଯୁବମୋର୍ଚ୍ଚା କର୍ମୀ ଙ୍କ ଦ୍ୱାରା ନୂତନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମରଣକୁ ହାତ ଠାରି ଡାକୁଛି ନାଚୁଣୀ ନିକଟସ୍ଥ କଉଡ଼ିଖଣି ଛକ : ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ !!!

ନାଚୁଣୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମରଣକୁ ହାତ ଠାରି ଡାକୁଛି ନାଚୁଣୀ ନିକଟସ୍ଥ କଉଡ଼ିଖଣି ଛକ ! ଅଧାପନ୍ତରିଆ ଅବସ୍ଥାରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଅଧିକ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରେ ଯୁବକଙ୍କୁ ପିଟି ପିଟି ହତ୍ୟା : ଅଭିଯୁକ୍ତ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଥିବା ନେଇ ବାଣପୁର ଥାନାରେ ହୋଇଛି ଅଭିଯୋଗ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନାଚୁଣୀ ମହାବିଦ୍ୟାଳୟ ପରିସରରେ ରେଡକ୍ରସ ୟୁନିଟ ତରଫ ରୁ “ଜାତୀୟ କୃମି ମୁକ୍ତି ଦିବସ ” ପାଳିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ନାରାୟଣ ବଳିଆରସିଂ ଙ୍କ ଅଧ୍ୟକ୍ଷତା ରେ…

ଆମ ରିପୋଟରଗଜପତିଜିଲ୍ଲା

ପୋଷଣ ଅଭିଯାନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ର କତଲ କଇଠା ଗ୍ରାମ ପଞ୍ଚାୟତର ମର୍କଡା ଠାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସମସ୍ୟା ଘେରରେ 5 T ସ୍କୁଲ : ନାମକୁ ମାତ୍ର ରୂପାନ୍ତରଣ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ରାଜ୍ୟ ସରକାର 5 T ମାଧ୍ୟମରେ ବିଦ୍ୟାଳୟ ରୁପାନ୍ତିକରଣ ନାଁ ରେ ଡିଣ୍ଡିମ ପିଟୁଥିବା…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ଉପ କାରାଗାର ଥିବା ଅନ୍ତେବାସୀଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସରଞ୍ଜାମ ବଣ୍ଟନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉପ କାରାଗାରରେ ଥିବା ସମସ୍ତ ଅନ୍ତେବାସୀଙ୍କୁ…

ଆମ ରିପୋଟରକଟକଜିଲ୍ଲା

୪୨ ମୌଜାରେ ” ମୋ ପରିବେଶ – ମୋ ଦାୟିତ୍ୱ ” କାର୍ଯ୍ୟକ୍ରମ ଅନୁଷ୍ଠିତ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପ୍ରକୃତି ବନ୍ଧୁ ନବ କିଶୋର ପଣ୍ଡାଙ୍କ ଆହ୍ବାନ କ୍ରମେ କଟକ ଜିଲ୍ଲାର ଅଗ୍ରଣୀ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ମା’ ମାନେ ପାଳିଲେ ବିଶ୍ଵବନ୍ଧୁତ୍ଵ ଦିବସ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମଗ୍ର ବିଶ୍ଵରେ ବସୁଧୈବ କୁଟୁମ୍ବକମ୍ ପରି ବନ୍ଧୁତ୍ଵ ଦିବସ ପାଳିତ ହେଉଥିବା ବେଳେ ବାଣପୁରର…