ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ଖବର ପ୍ରସାରଣ ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଲେ ପୁଲିସ ବାବୁଙ୍କ ପରିବାର ଲୋକେ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯଦି ୧୫ ମିନିଟ ଭିତରେ ୟୁଟ୍ୟୁବ ଆଉ ଫେସବୁକ ରୁ ନିୟୁଜ ଡିଲିଟ ନହେଲା…

ଆମ ରିପୋଟରଗଜପତିଜିଲ୍ଲା

ରବୀନ୍ଦ୍ର ମଣ୍ଡପ ଠାରେ ଗୁରୁ ରଘୁନାଥ ଓ ସାଥୀଙ୍କ ଦ୍ଵାରା ”ଓଡିଶୀ ସଂଗୀତ ସନ୍ଧ୍ୟା” !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁ ରଘୁନାଥ ପାତ୍ର ଓ ଛାତ୍ରଛାତ୍ରୀଙ୍କ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ରେଲୱେ ଟ୍ରାକ ସାଇଟରୁ ସଂଜ୍ଞାହୀନ ଅବସ୍ଥାରେ ଯୁବକ ଉଦ୍ଧାର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ରେଲୱେ ଟ୍ରାକ ସାଇଟରୁ ସକାଳ ସମୟରେ ସଂଜ୍ଞାହୀନ ଅବସ୍ଥାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନୂତନ ଥାନା ଅଧିକାରୀଙ୍କୁ ସ୍ବାଗତ ସମ୍ୱର୍ଦ୍ଧନା ଜଣାଇଲେ ଚିଲିକା ପ୍ରେସ ୟୁନିଅନର ସଦସ୍ୟ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବାଲୁଗାଁ ଅଞ୍ଚଳର ସାମ୍ବାଦିକ ସଂଘ ଚିଲିକା ପ୍ରେସ ୟୁନିଅନ ପକ୍ଷରୁ…

ଆମ ରିପୋଟରଜିଲ୍ଲାରାୟଗଡା

ରାୟଗଡା ଜିଲ୍ଲାର ଦୁଇଟି ଆକାଂକ୍ଷି ବ୍ଲକର ଶୁଭାରମ୍ଭ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ପିରାମଲ ଫାଉଣ୍ଡେସନ ସହଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଜାଲ କାଗଜରେ ଦେଢ଼ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ : ଧରା ପଡ଼ିବା ଭୟରେ ଜାଲି ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶରେ ପ୍ରଥମ ପଦବୀର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗତ ୧୯ ତାରିଖ ଦିନ ଯାଜପୁର ଜିଲ୍ଲାର ବନ୍ଧମୁଣ୍ଡାସ୍ଥିତ ମଙ୍ଗଳା ମନ୍ଦିରରେ କିଛି ବ୍ୟକ୍ତିଙ୍କର…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ହେଲ୍ପ ଡେସ୍କ ନାମରେ ବାଙ୍କୀ କଲେଜ ପରିସରରେ ଦଳୀୟ ବ୍ୟାନର କୁ ନେଇ ଅସନ୍ତୋଷ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଙ୍କ ଯୋଗୁଁ ପରିସରରେ ଅଶାନ୍ତି ହେବାକୁ ଲାଗିଛି ! ଆସନ୍ତା…