ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଆକ୍ସନ ମୁଡ଼ ରେ ଟାଙ୍ଗୀ ଓ ନାଚୁଣୀ ପୋଲିସ : ଟାର୍ଗେଟ ରେ ପଥର ମାଫିଆ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆକ୍ସନ ମୁଡ଼ ରେ ଟାଙ୍ଗୀ ଓ ନାଚୁଣୀ ପୋଲିସ ! ଟାର୍ଗେଟ ରେ ମାଙ୍କଡ଼ା…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ନୂଆଗାଁ ରେ ମହିଳାଙ୍କୁ ଅତ୍ୟାଚାର ନେଇ ଥାନାରେ ଅଭିଯୋଗ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ନୂଆଗାଁ ରେ ମହିଳାଙ୍କୁ ଅତ୍ୟାଚାର ନେଇ ସୁକିନ୍ଦା ଥାନାରେ ଲିଖିତ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ରାଜ୍ୟପାଳଙ୍କୁ ଭେଟିଲେ ସମାଜସେଵୀ ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର !!!

କଟକ ସଦର (ଆୱାଜ ମିଡିଆ) – ଶ୍ରୀକାନ୍ତ ବେଉରା : କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ, ଲେଖିକା ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର ମହାମହିମ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅଘୋଷିତ ବିଦ୍ୟୁତ କାଟ : ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ କିଛିଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ…

ଆମ ରିପୋଟରଜିଲ୍ଲାନୟାଗଡ

ମହିଳା ଆଗକୁ ଆସିଲେ ପ୍ରଗତି ଓ ବିକାଶ ହେବ : ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଭାପତିତ୍ବରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ…

ଆମ ରିପୋଟରଗଜପତିଜିଲ୍ଲା

ଜାତୀୟ ସୁନ୍ଦରୀ ପ୍ରତିଯୋଗୀତା ରେ ଡାକ୍ତର ପୁରସ୍କୃତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନାଗପୁରରେ ଠାରେ ଏକ ଭାରତୀୟ ଘରୋଇ କମ୍ପାନୀ ଦ୍ବାରା ଡାକ୍ତର ମାନଙ୍କ ଏକ ଜାତୀୟ…

ଆମ ରିପୋଟରଜିଲ୍ଲାମୟୁରଭଞ୍ଜରାଜନୀତି

ମୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ ଅନୁଷ୍ଠିତ !!!

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ମୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ…

ଆମ ରିପୋଟରକନ୍ଧମାଳଜିଲ୍ଲା

ବସୁଧା ଯୋଜନା କାହା ସ୍ୱାର୍ଥରେ ? ଜଳକଷ୍ଟ ଭୋଗୁଛନ୍ତି ପାରିଗଡ଼ ପଞ୍ଚାୟତର ପଦାସାହି ବାସିନ୍ଦା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ବାଲିଗୁଡା ତଥା ଏହାର ଆଖପାଖ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ : ବିପୁଳ ପରିମାଣର ଦେଶୀ ମଦ ନଷ୍ଟ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୁକିନ୍ଦା ଥାନା ଅଂଚଳର କନ୍ତିରା, ହରିପୁର ଓ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଦିନ ଦିପହରେ କାରରେ ଆସି କଳାକନା ବୁଲାଇଲେ ଦୁର୍ବୁତ୍ତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସ୍ପଷ୍ଟ ଦିବାଲୋକରେ ବାଲୁଗାଁ ଗୋପୀନାଥପୁର ଛକ ତୁଳସୀ ନଗର ରେ ଘଟିଲା ଅଘଟଣ !…