ଆମ ରିପୋଟରଗଜପତିଜିଲ୍ଲା

ବିଜୁ ଜନତା ଦଳର ପ୍ରଥମ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଧାରାଣୀ କଲ୍ୟାଣି ମଣ୍ଡପ ଠାରେ ବିଜୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଖଣ୍ଡାୟତ କ୍ଷତ୍ରୀୟ କଳ୍କୀ ସେନାର ଷଷ୍ଠ ଜନ୍ମ ବାର୍ଷିକ ଉତ୍ସବ ପାଳନ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଖୋର୍ଦ୍ଧା ସଦର କାଇପଦର ଗ୍ରାମରେ ମହା ଆଡମ୍ବରରେ ଖଣ୍ଡାୟତ କ୍ଷତ୍ରୀୟ କଳ୍କୀ ସେନାର ଷଷ୍ଠ…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡାରେ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ : ଏପ୍ରିଲ ୨୩ ରୁ ଯାତ୍ରା ଆରମ୍ଭ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଜ୍ଞାନପ୍ରଭା ଯୁବ ସଂଗଠନ ଏବଂ ଜୟ ଓଡ଼ିଶା ତରଫରୁ ଜଳସେବା ଶୁଭାରମ୍ଭ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ଜ୍ଞାନପ୍ରଭା ଯୁବ ସଂଗଠନ ଓ ଜୟ…

ଆମ ରିପୋଟରକଟକଜିଲ୍ଲା

ଆନନ୍ଦ ଉଲ୍ଲାସର ସହ କଳାପଥରରେ ଝାମୁଯାତ୍ରା ପାଳିତ !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ଓଡିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ କଳାପଥରରେ ପାଳିତ ହୋଇଯାଇଛି ଝାମୁଯାତ୍ରା ! ସକାଳ…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳ ଜିଲ୍ଲାରେ ଆଠଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ହେବ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁର ହେଇଥିବା ଆଠଟି ଏକଲବ୍ୟ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାପୁରୀ

ପିଠିରେ କଣ୍ଟା ଫୁଟାଇ ଦଣ୍ଡରେ ଝୁଲିଲେ ପଟୁଆ !!!

ସତ୍ୟବାଦୀ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ନିକଟସ୍ଥ ଦାସ ବିଦ୍ୟାଧରପୁର ପଞ୍ଚାୟତ ର ଭିପୁର ଗ୍ରାମ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପବିତ୍ର ମହାବିଷୁବରେ ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କଲେ ବାଣପୁର ମା’ ଭଗବତୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମା’ ଙ୍କ ପୀଠରେ ବାରମାସରେ ତେର ଯାତ । ଓଡ଼ିଆ ନବ ବର୍ଷ ପବିତ୍ର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଓଡ଼ିଶାରେ ଗ୍ରାମାଞ୍ଚଳ ପାଇଁ ଶ୍ରମ ନୀତି ବାଟବଣା !!!

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଓଡ଼ିଶାରେ ଶ୍ରମିକ ମାନଙ୍କ ପାଇଁ ସରକାର ଯେତେ ନିୟମ କଲେକି ତାହା ଶ୍ରମିକ ମାନଙ୍କ…