ଆମ ରିପୋଟରକଟକଜିଲ୍ଲା

ଜାତୀୟ ଯୁବ ଉତ୍ସବ – ୨୦୨୩ରେ ଓଡ଼ିଆ ଯୁବକ ବିକ୍ରମ କେଶରୀ ନାଥଙ୍କ ପ୍ରତିନିଧିତ୍ବ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଜାତୀୟ ଯୁବ ଉତ୍ସବରେ ପ୍ରତିନିଧିତ୍ବ କଲେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ମୋରାମୋରୀ ଗ୍ରାମର ମା”କଙ୍କଡ଼ାଶୁଣି ଦେବୀଙ୍କ ବାର୍ଷିକ ଯଜ୍ଞ ଉତ୍ସବ ଅନୁଷ୍ଠିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରାମୋରୀ ଗ୍ରାମରେ ଥିବା ମା ” କଙ୍କଡ଼ାଶୁଣି ଦେବୀଙ୍କ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ନାବାଳିକା ଉଦ୍ଧାର : ଅପହରଣକାରୀ ଦୁଇ ଅଭିଯୁକ୍ତ ଗିରଫ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ନାବାଳିକା ଅପହରଣକାରୀ ଦୁଇ ଅଭିଯୁକ୍ତ ଗିରଫ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ପୋଲିସ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଦୋଳଗୋବିନ୍ଦପୁର ଗ୍ରାମରେ ଅଗ୍ନିକାଣ୍ଡରେ ଦୁଇ ପରିବାର ର ଘର ପୋଡ଼ି ପାଉଁଶ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଦୋଳ ଗୋବିନ୍ଦପୁର ଗ୍ରାମ ନୁଆସାହିରେ ରବିବାର…

ଆମ ରିପୋଟରଜିଲ୍ଲାନବରଙ୍ଗପୁର

ପୋଲିସ ପ୍ରଶାସନ ତରଫରୁ ସଡକ ସୁରକ୍ଷା ସଚେତନତା !!!

ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ପୋଲିସ ପ୍ରଶାସନ ପକ୍ଷରୁ ଗତ ଏକ ସପ୍ତାହ ଧରି…

ଆମ ରିପୋଟରଗଜପତିଜିଲ୍ଲା

ସଂସ୍କୃତି ମଣ୍ଡପକୁ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅନ୍ତର୍ଗତ ଡମ୍ବ।ଳ ପଞ୍ଚାୟତ ର ମୁରେଇ ସାହି ଠାରେ…

ଆମ ରିପୋଟରକଟକଜିଲ୍ଲା

ବେଣ୍ଟକାର ଡାକଘର ସମସ୍ୟା ନେଇ ୪୨ ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରାଙ୍କ ଦାବୀ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ମୌଜା ସ୍ଥିତ ସର୍ବ ପୁରାତନ ତଥା ବ୍ୟସ୍ତ ବହୁଳ ବେଣ୍ଟକାର…

ଆମ ରିପୋଟରଗଜପତିଜିଲ୍ଲା

ଜାତୀୟ ଯୁବ ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ପଡ଼ିଆରେ…

ଆମ ରିପୋଟରଜିଲ୍ଲାନୟାଗଡ

କପିଳେଶ୍ୱର ମହାଦେବଙ୍କ ଯଜ୍ଞଶାଳ ପ୍ରତିଷ୍ଠା ଓ ଦେଓଗାଁସ୍ଥିତ ଦଣ୍ଡେଶ୍ୱର ମହାଦେବଙ୍କ ବାର୍ଷିକ ଉତ୍ସବ ରେ ଯୋଗଦେଲେ ରାଣୀ ପ୍ରତ୍ୟୁଷା ରାଜେଶ୍ୱରୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଭାଡ଼ିକିଳା ସ୍ଥିତ ଶ୍ରୀ ଶ୍ରୀ କପିଳେଶ୍ୱର ମହାଦେବଙ୍କ ଯଜ୍ଞଶାଳ ପ୍ରତିଷ୍ଠା , ଦେଓଗାଁ ସ୍ଥିତ…