ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ର ମା’ ଭଗବତୀ : ମହାଗୌରୀ ବେଶରେ ଭକ୍ତଙ୍କୁ ଦେଲେ ଦର୍ଶନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ହେଉଛି…

ଆମ ରିପୋଟରକଟକଜିଲ୍ଲା

କଳାପଥର ରେ ମହାଆଡମ୍ବରରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା !!!

କଳାପଥର ( ଆୱାଜ ମିଡିଆ ) – ପ୍ରଶାନ୍ତ କୁମାର କର : କଳାପଥର ରେ ମହାଆଡମ୍ବରରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା ! କଳାପଥର ମୁଖ୍ୟ ବଜାର…

ଆମ ରିପୋଟରଗଜପତିଜିଲ୍ଲା

ଗଜପତିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରିଛନ୍ତି।…

ଆମ ରିପୋଟରଗଜପତିଜିଲ୍ଲା

ମହିଳା ସ୍ନାତକ ମହା ବିଦ୍ୟାଳୟ କଲେଜ ସ୍ତରୀୟ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ…

ଆମ ରିପୋଟରକଟକଜିଲ୍ଲା

ରଜିବ ଗ୍ରାମରେ ଭଗବତୀ ଙ୍କ ପୀଠରେ ମହାଷ୍ଟମୀ ପୂଜା ଧୂମଧାମ ରେ ପାଳିତ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ରଜିବ ଗ୍ରାମରେ ଭଗବତୀ ଙ୍କ ପୀଠରେ ମହାଷ୍ଟମୀ ପୂଜା ଧୂମଧାମ ରେ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଜିନ୍ଦଲ କମ୍ପାନୀ ନାଁରେ ମହାଭିଯୋଗ : ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ଗୁମର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସ୍ଥିତ ଜିନ୍ଦଲ କମ୍ପାନୀର ସୁରକ୍ଷା କର୍ମୀଙ୍କ ଗାଡି ମାଲିକଙ୍କ ଉପରେ ଦବଙ୍ଗଗିରି ଏବେ…

ଅପରାଧଆମ ରିପୋଟରକଟକଜିଲ୍ଲା

ବାଙ୍କୀ ରେ ଅଘଟଣ : ପୁଲିସ ଏଏସଆଇ ଙ୍କୁ ହାଣିଲେ ଅବସରପ୍ରାପ୍ତ ସେନା କର୍ମଚାରୀ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଅଘଟଣ , ପୁଲିସ ଏଏସଆଇ ଙ୍କୁ ହାଣିଲେ ଅବସରପ୍ରାପ୍ତ ସେନା କର୍ମଚାରୀ…