ଆସୁଛି ନିର୍ବାଚନୀ ଋତୁ….ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡି ଆଶାୟୀ ପ୍ରାର୍ଥୀ ବାସନ୍ତୀଙ୍କ ପ୍ରତି ବଢୁଛି ଜନ ସମର୍ଥନ ! ବିଜେପି ପ୍ରସ୍ତୁତି ଚଳାଇଛି, କଂଗ୍ରେସ ନିଦ ଭାଙ୍ଗୁନି !!!
ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ନିର୍ବାଚନୀ ଋତୁ ଆସୁଥିବାରୁ ଚା ଖଟି ଠାରୁ ଆରମ୍ଭ କରି ଗାଁ ମୁଣ୍ଡ, ପଂଚାୟତରୁ…

