ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଗୋରୁ ମକା ଚାଷ ଖାଇ ଦେବାରୁ ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା : ଜଙ୍ଗଲରୁ ମୃତ ଦେହ ଉଦ୍ଧାର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ ଏକ ଦିବସୀୟ ବିଦ୍ୟାଳୟ ସୁରକ୍ଷା ପ୍ରଶିକ୍ଷଣ ଶିବିର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ, ଗଜପତି ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୁପକ୍ଷ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପାଞ୍ଚ ମାସର ଖାଉଟି ସାମଗ୍ରୀ ଗଲା କୁଆଡେ ବୋଲି ପ୍ରଶ୍ନ କଲେ ଓଡଗାଁ ବାସି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ଦେଓଗାଁଁ ସରପଞ୍ଚ ରେଣୁବାଳା ଛାଟୋଇ ଙ୍କୁ ପଞ୍ଚାୟତ ଅଫିସ ରେ ଘେରିଲେ…

ଆମ ରିପୋଟରକଟକଜିଲ୍ଲା

ଆସନ୍ତା ୨୬ ରେ ଉଦଯାପନୀ ହେବ କ୍ରାନ୍ତିତୀର୍ଥ ସମ୍ମିଳନୀ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ଠାରେ ଆଜାଦି କା ଅମୃତ ମହୋତ୍ସବ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବ୍ୟୁତ୍ପାତ ପ୍ରସ୍ତୁତି ଓ ଯୁବlନୁଷ୍ଠାନ ପକ୍ଷରୁ ତାଲିମ ଶିବିର !!!

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କୁ ରୋଜଗାରକ୍ଷମ କରିବାକୁ ବିଭିନ୍ନ ସ୍ବେଛlସେବି ଅନୁଷ୍ଠାନ…

ଆମ ରିପୋଟରକଟକଜିଲ୍ଲା

ସୋସିଆଲ ମିଡ଼ିଆର ପ୍ରଭାବ : ଆକ୍ସନ ମୋଡରେ ମେୟର ସୁବାଷ ସିଂ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସୋସିଆଲ ମିଡ଼ିଆର ପ୍ରଭାବ ! କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ଜଣେ ଯୁବକ,…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀ କୁହୁଡି ବଜାର ମଧ୍ୟରୁ ଉଦ୍ଧାର ହେଲା ସନ୍ଧିଗ୍ଧ ପାରା ପକ୍ଷୀ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ବଜାର ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ…

ଆମ ରିପୋଟରଗଜପତିଜିଲ୍ଲା

ମୃତ୍ତିକା ସଂରକ୍ଷଣ ଅଧିକାରୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ରାଜ୍ୟ ମୃତ୍ତିକା ସଂରକ୍ଷଣ ଅଧିକାରୀ ସଙ୍ଘ ଗଜପତି ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଅପରାଧଆମ ରିପୋଟରଜିଲ୍ଲାରାୟଗଡା

ରାୟଗଡ଼ା ବନଖଣ୍ଡ ଅଧିକାରୀ ଙ୍କ ଘରେ ଭିଜିଲାନ୍ସ ରେଡ୍ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧିକାରୀ ଙ୍କ ଘରେ ଭିଜିଲାନ୍ସ…

ଆମ ରିପୋଟରଗଜପତିଜିଲ୍ଲା

ରାଜ୍ୟର ଶିକ୍ଷା ଭିତ୍ତିଭୂମିର ବିକାଶ ପଦକ୍ଷେପକୁ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡିଶାରେ ଶିକ୍ଷାର ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସୁଯୋଗ ସୃଷ୍ଟି…