ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭୁବନେଶ୍ୱର ପଟିଆ ରେ ସମାଜସେବୀ ତଥା ଧର୍ମପରାୟଣ ମହିଳା ସ୍ବର୍ଗତା ପ୍ରେମଲତା ପଟ୍ଟନାୟକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହେଇଯାଇଛି । ଏହି ଅବସର ରେ ବାସନ୍ତୀ ପବ୍ଲିକ ସେଣ୍ଟର୍ ପକ୍ଷରୁ ସ୍ମୃତି ଚାରଣ କରାଯାଇଛି । ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅନୁଷ୍ଠାନର ସଦସ୍ୟ ମାନେ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ତାଙ୍କର ସମାଜ ପ୍ରତି ଥିବା ଅବଦାନକୁ ସମସ୍ତେ ମନେ ପକାଇଥିଲେ ।
ପ୍ରେମଲତା ପଟ୍ଟନାୟକ ଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ !!!

