ସାନ ରାଉତପଡ଼ା ତରୁଣ ପାଠାଗାର ଆନୁକୂଲ୍ୟରେ 20 20 କ୍ରିକେଟ ଟୁର୍ଣ୍ଣାମେଣ୍ଟ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ସାନ ରାଉତପଡ଼ା ତରୁଣ ପାଠାଗାର ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି 20 20 କ୍ରିକେଟ ଟୁର୍ଣ୍ଣାମେଣ୍ଟ ! ଆଠ ଗୋଟି ଟିମ୍ କୁ ନେଇ ଆୟୋଜିତ ଟୁର୍ଣ୍ଣାମେଣ୍ଟ ରେ ତାପଙ୍ଗ ସହ ମୁଳିଝର ଏବଂ ହରିପୁର ସହ ଭୂଷଣ୍ଡପୁର ଦଳର ମୁକାବିଲା ହୋଇଥିଲା ! ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜେପି ନେତା କାଳୁ ଚରଣ ଖଣ୍ଡାୟତରାୟ , ପୂର୍ବତନ ସରପଂଚ ଗୋପାଳ କୃଷ୍ଣ ଜେନା, ପୂର୍ବତନ ସମିତି ସଭ୍ୟ ଅଶୋକ ଚନ୍ଦ୍ର ପାତ୍ର , ଉତ୍କଳ ପବ୍ଲିକ ସ୍କୁଲ ର ଚେୟାରମ୍ୟାନ ଶିବପ୍ରସାଦ ପ୍ରଧାନ, ସରପଞ୍ଚ କିଶୋରଚନ୍ଦ୍ର ରାଉତରାୟ , ସମିତି ସଭ୍ୟ କାଦିର ଖ।ନ୍ , ନିର୍ବାଚନ ମଣ୍ଡଳୀ ସଂଯୋଜକ କିଶୋର ଚନ୍ଦ୍ର ବରାଳ, ନଗର ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଜିତେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ! ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଏବଂ ରନର୍ସ ଅପ ଦଳକୁ ପୁରସ୍କାର ରାଶି ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା !

Leave a Reply

Your email address will not be published. Required fields are marked *