ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଲେଖ୍ୟ ଆଉ ଗଳ୍ପ ଲେଖିବା ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ରବିନାରାୟଣ ପଟ୍ଟନାୟକ । ନିଜ ଲେଖା ମାଧ୍ୟମରେ ସମାଜକୁ ବାର୍ତ୍ତା ପ୍ରଦାନ କରିବା ସହ ଆଜିର ସମାଜରେ ଘଟୁଥିବା ଘଟଣା କୁ ଲେଖା ମାଧ୍ୟମରେ ନିଖୁଣ ଭାବରେ ଉପସ୍ଥାପନ କରୁଛନ୍ତି । ବିଭିନ୍ନ ଦୈନିକ ଖବର କାଗଜ ଜରିଆରେ ହେଉ କି ପୁସ୍ତକ ମାଧ୍ୟମରେ ହେଉ ସବୁଥିରେ ନିଜ ଲେଖାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଲେଖା ସହ ସମାଜସେବା କ୍ଷେତ୍ରରେ ମଧ୍ୟ ରବିନାରାୟଣ ଙ୍କ ରହିଛି ସ୍ଵତନ୍ତ୍ର ପରିଚୟ । ତାଙ୍କୁ ନିକଟରେ ମଧ୍ୟ ସମ୍ମାନିତ କରାଯାଇଥିଲା ।
ଲେଖା ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ରବିନାରାୟଣ !!!

