ଜୋର ଧରିଲା ପଦ୍ମପୁର ଜିଲ୍ଲା ଘୋଷଣା ଦାବୀ ପ୍ରସଙ୍ଗ : ଅଖ ଚକ ବନ୍ଦ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଦ୍ମପୁର କୁ ଜିଲ୍ଲା ମାନ୍ୟତା ଦାବିକୁ ନେଇ ମଙ୍ଗଳବାର ଦିନ ପଦ୍ମପୁର ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜୋରଦାର ଆନ୍ଦୋଳନ ହୋଇଛି । ଜିଲ୍ଲା ଦାବୀ କୁ ନେଇ ଗାଁ ରୁ ସହର ଲୋକ ମାନଙ୍କ ମଧ୍ୟରେ ଆକ୍ରୋଶ ମନୋଭାବ ଦେଖିବାକୁ ମିଳୁଛି। ପଦ୍ମପୁର ସହର ଯଥା ଦହିତା, ବରିକେଲ, ସତିଭଟା, ମେଲାଛା ମୁଣ୍ଡା, ଗାଇସିଲେଟ ବ୍ଲକ୍ ଠାରେ ମଧ୍ଯ ଜନ ସାଧାରଣ ଆନ୍ଦୋଳନରେ ସାମିଲ ହୋଇଥିଲେ । ଦୀର୍ଘ ଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଳା ଦାବିକୁ ନେଇ ପଦ୍ମପୁର ଅଞ୍ଚଳ ର ଜନ ସାଧାରଣ ଲୋକଙ୍କୁ ଠକି ଚାଲିଛନ୍ତି ।

Leave a Reply

Your email address will not be published. Required fields are marked *