ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି – ବରଗଡ ଜିଲ୍ଲା ର ଘେଁସ ସ୍ଥିତ ସହିଦ ସ୍ମୃତି ପୀଠ ରେ ଛତିଶଗଡ ରାଜ୍ୟପାଳ ଙ୍କୁ ସ୍ୱାଗତ କରାଗଲା ! ଏହି କାର୍ଯ୍ୟକ୍ରମ ରେ ସାଂସଦ ସୁରେଶ ପୂଜାରୀ , ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ , ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ବିକାଶ ଗ୍ରୁପ ଚେୟାରମ୍ୟାନ ଡି. ମୁରଲୀ କ୍ରିଷ୍ଣା , ଇରାଶିଷ ଆଚାର୍ଯ୍ୟ , ବିଜେପି ନେତା ସୁଶାନ୍ତ ମିଶ୍ର , ଗୋବର୍ଦ୍ଧନ ଭୁଏ , ପେଟୁପାଲି ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଓ ଅନ୍ୟାନ ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ପେଟୁପାଲି ଗ୍ରାମ ର ମହିଳା କୀର୍ତନ ଦଳ ଯୋଗ ଦେଇଥିଲେ ! ଛତିଶଗଡ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଘେଁସ ଜମିଦାରଙ୍କ ଘର ମଧ୍ୟ ଗସ୍ତ କରିଥିଲେ !
ଛତିଶଗଡ ରାଜ୍ୟପାଳ ଙ୍କୁ ଘେଁସ ବୀର ମାଟି ରେ ସ୍ୱାଗତ !!!

