ବରିହାପାଲି ଗ୍ରାମର ସଫଳ ଛତୁ ଚାଷୀ ଉସର୍ଗ ସାହୁ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଆପଣଙ୍କ ସାମନାକୁ ଆମେ ନେଇ ଆସିଛୁ ଜଣେ ସଫଳ ଚାଷୀ ଙ୍କ କାହାଣୀ ! ବରଗଡ ଜିଲ୍ଲା ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ବରିହାପାଲି ଗ୍ରାମ ରେ ଜଣେ ସଫଳ ଛତୁ ଚାଷୀ ଉସର୍ଗ ସାହୁ ! ସେ ତାଙ୍କ ବଗିଚାରେ ଛତୁ ଚାଷ କରି ଲାଭ ପାଇ ପରିବାର ପୋଷଣ କରୁଛନ୍ତି , ତା ସହିତ ତାଙ୍କ ବଗିଚା ରେ ଅନେକ ପନିପରିବା ଏବଂ ମଧୁମେହ ରୋଗ ର ଔଷଧୀୟ ଗଛ ମଧ୍ୟ ଲଗାଇଛନ୍ତି ! ସେ ଏବଂ ତାଙ୍କ ସ୍ତ୍ରୀ ଏହି ବଗିଚାରେ ବହୁତ ପରିଶ୍ରମ କରି ଗତ ଆଠ ବର୍ଷ ହେଲା ହସ ଖୁସି ରେ ପରିବାର ସହ ଜୀବନ ଯାପନ କରୁଛନ୍ତି !

Leave a Reply

Your email address will not be published. Required fields are marked *