ପ୍ରକାଶିତ ହେଲା ମାସିକ ପତ୍ରିକା ସୌଦାମିନୀ ର ଷଷ୍ଠ ସଂସ୍କରଣ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅଗ୍ରଣୀ ଓଡ଼ିଆ ମାସିକ ପତ୍ରିକା ସୌଦାମିନୀ ତାର ଷଷ୍ଠ ସଂସ୍କରଣ ପ୍ରକାଶ କରିଛି । ଏହା କଭର୍ ଷ୍ଟୋରୀ ରେ ଲେଖକ ତଥା ସମାଜସେବୀ ରବିନାରାୟଣ ପଟ୍ଟନାୟକ ପାଇଥିବା ସମ୍ମାନ ସ୍ଥାନ ପାଇଛି । ବିଶିଷ୍ଟ ପରିଚୟରେ ରବିନାରାୟଣ ପଟ୍ଟନାୟକ ଙ୍କ ସହିତ ସ୍ବତନ୍ତ୍ର ସାକ୍ଷାତକାର ଏଥିରେ ସ୍ଥାନ ପାଇଛି ! ଯେଉଁଥିରେ ଶ୍ରୀ ପଟ୍ଟନାୟକ ଙ୍କ ବିଷୟରେ ବହୁତ ଅଜଣା କଥା ପ୍ରକାଶ ପାଇଛି । ପ୍ରକାଶ ଥାଉକି ସୌଦାମିନୀ ପତ୍ରିକାର ସମ୍ପାଦିକା ହେଉଛନ୍ତି ସୋନାଲି ଗଡ଼ନାୟକ । ଏହି ସଂସ୍କରଣ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *