ବଡମ୍ବା ପଞ୍ଚାୟତ ସମିତିରେ ପଂଚାୟତିରାଜ ଦିବସ ପାଳନ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ପଞ୍ଚାୟତ ସମିତିରେ ପଂଚାୟତିରାଜ ଦିବସ ପାଳନ ! ବଡମ୍ବା ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷରେ ପଂଚାୟତି ରାଜ ତଥା ଲୋକସେବା ଦିବସ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି । ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି ଙ୍କ ଅଧକ୍ଷତାରେ ଆୟୋଜିତ ବୈଠକ ରେ ଉପାଧ୍ୟକ୍ଷା ସ୍ଵର୍ଣଲତା ବେହେରା, ବ୍ଲକ ଏ ବି ଡି ଓ ଅଭିପ୍ସା ସ୍ୱାଇଁ ଏବଂ ପଞ୍ଚାୟତ ସମିତିର ପ୍ରତ୍ୟେକ ପଂଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହି ବିଜୁ ପଟ୍ଟନାୟକ ଙ୍କ ଜୟନ୍ତୀ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ !

Leave a Reply

Your email address will not be published. Required fields are marked *