ରାଜବୋରାସମ୍ବର ପଂଚାୟତ ସମିତି ରେ ନୂତନ କୋଠା ଗୃହ ଉଦଘାଟନ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ରାଜବୋରାସମ୍ବର ପଂଚାୟତ ସମିତି ରେ ନୂତନ କୋଠା ଗୃହ ଉଦଘାଟନ ! ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ କାର୍ଯାଳୟ ର ନୂତନ କୋଠା ଗୃହ ଉଦଘାଟନ କରିଛନ୍ତି ପଦ୍ମପୁର ବିଧାୟକା ବର୍ଷା ସିଂ ବରିହା ! ଏହି କlର୍ଯ୍ୟକର୍ମ ରେ ପଦ୍ମପୁର ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ଅଧ୍ୟକ୍ଷତା କରିଥିଲେ ଓ ଚେୟାରମ୍ୟାନ ରଂଜିତ ସିଂ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ! ବ୍ଲକ ର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ମେମ୍ବର ଯୋଗ ଦେଇଥିଲେ ! ସେହିପରି ବ୍ଲକ ର ଉପର ମହଲା ହଲ ରେ ବିଡ଼ିଓ ଚନ୍ଦ୍ରମଣି ନାଗ ଙ୍କ ଅଧ୍ୟକ୍ଷତା ରେ ପଂଚାୟତ ସମିତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା !

Leave a Reply

Your email address will not be published. Required fields are marked *