ନିଆଳି ଅଞ୍ଚଳରେ ପିଲାଚୋର ସନ୍ଦେହରେ ଦୁଇ ଅଟକ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ ବିଲାସୁଣୀ ଗ୍ରାମ ଦଇଜଙ୍ଗ ସାଇ ମନ୍ଦିର ପାଖ ରେ ଦୁଇ ଅଜଣା ବ୍ୟକ୍ତି ଏକ ୧୫ ବର୍ଷ ର ପିଲା କୁ ଟାଣି ନେଉଥିବା ବେଳେ ଗାଁ ଲୋକ ସେଇ ୨ ଅଚିହ୍ନା ଲୋକ କୁ ଧରି ମାଡ ମାରିବା ସହ ନିଆଳି ଥାନା କୁ ଫୋନ୍ କରି ଜଣାଇଥିଲେ ! ଥାନା କର୍ମଚାରୀ ଆସି ଉଭୟଙ୍କୁ ଥାନାକୁ ନେଇଛନ୍ତି ! ବର୍ତମାନ ସେ ଦୂହେଁ ଥାନା ରେ ଅଟକ ଥିବା ବେଳେ , ନିଆଳି ଅଞ୍ଚଳ ରେ ପିଲା ଚୋରି ହେଉଥିବାର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି !

Leave a Reply

Your email address will not be published. Required fields are marked *