ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସାମାଜିକ ସଂଗଠନ କର ଫାଉଣ୍ଡେସନ ଏବଂ ୟୁଥ ଫର ଭଲୁଣ୍ଟାରି ୱାର୍କ୍ସ ତରଫରୁ ରାଜଧାନୀ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ମତଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ରାଜମହଲ ଛକ ଠାରୁ ମାଷ୍ଟରକ୍ୟାଣ୍ଟିନ ପର୍ଯ୍ୟନ୍ତ ୱାକାଥନ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ କାର୍ଯ୍ୟକ୍ରମର ଆୟୋଜକ !