ଆମ ରିପୋଟରଜିଲ୍ଲାଯାଜପୁର

ମା ପିଠଣିଆ ପୀଠରେ କଂଗ୍ରେସର କର୍ମୀ ସମ୍ମିଳନୀ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମା ପିଠଣିଆ ପୀଠରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ! ୨୦୨୪ ସାଧାରଣ ନିର୍ବାଚନ…

ଆମ ରିପୋଟରକଟକଜିଲ୍ଲା

ସାମ୍ବାଦିକତା କ୍ଷେତ୍ରରେ ଡିଜିଟାଲ ମିଡ଼ିଆ ର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବର୍ତ୍ତମାନ ଇଣ୍ଟରନେଟର ଯୁଗ ଆଉ ପ୍ରତି ହାତରେ ସ୍ମାର୍ଟ ଫୋନ । ମିଡ଼ିଆ ରୁ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ରାଜନୀତି ନୁହେଁ, ସରକାରୀ ଯୋଜନା ଓ ଲୋକଙ୍କ ସେବା ହେଉଛି ଲକ୍ଷ୍ୟ – ରୂପାଲି ଲେଙ୍କା !!!

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ରାଜନୀତି ନୁହେଁ, ସରକାରୀ ଯୋଜନା ଓ ଲୋକଙ୍କ ସେବା ହେଉଛି ଲକ୍ଷ୍ୟ । ରାଜନୀତି…

ଆମ ରିପୋଟରଜିଲ୍ଲାନୟାଗଡ

ଡ୍ରେନେଜ୍ ସମସ୍ୟାରୁ ମୁକ୍ତି ପାଇଁ ୪ କୋଟି ୯୧ ଲକ୍ଷ ଟଙ୍କା ଅନୁଦାନ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ସହରକୁ ବିକାଶଶୀଳ ତଥା ସୈାନ୍ଦର୍ଯ୍ୟପୂର୍ଣ୍ଣ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ।…

ଆମ ରିପୋଟରକଟକଜିଲ୍ଲା

ଶଙ୍ଖାମେରୀ ଠାରୁ ମୁଗଗହୀର ପର୍ଯ୍ୟନ୍ତ ନଦୀବନ୍ଧ ଉନ୍ନତିକରଣ ପାଇଁ ଶିଳାନ୍ୟାସ !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଶଙ୍ଖାମେରୀ ଠାରୁ ମୁଗଗହୀର ପର୍ଯ୍ୟନ୍ତ ନଦୀବନ୍ଧ ଉନ୍ନତିକରଣ ପାଇଁ ଶିଳାନ୍ୟାସ ! ଗୋପୀନାଥପୁର ଠାରେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ପାଲ୍ ଜୁଏଲର୍ସ ରେ ଜିଏସଟି ବିଭାଗ ଚଢ଼ାଉ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ଥିବା ପାଲ୍ ଜୁଏଲର୍ସର ର ଦୁଇଟି ଦୋକାନରେ ଜି…

ଆମ ରିପୋଟରଗଜପତିଜିଲ୍ଲା

ସମନ୍ୱିତ କୃଷି ଯୋଜନା ସମ୍ପର୍କରେ ଚାଷିଙ୍କୁ ତାଲିମ ଶିବିର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଙ୍କ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ମଡେଲ୍ ମଣ୍ଡି ପାଇଁ ଶିଳାନ୍ୟାସ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବାହାଡ଼ଝୋଲା ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ନିର୍ମାଣ ହେବ ମଡେଲ ମଣ୍ଡି ! ନୟାଗଡ଼…

ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

ବାଲିଗୁଡା ନିର୍ବାଚନ ମଣ୍ଡଳୀ : ବାଜିଲା ନିର୍ବାଚନ ବିଗୁଲ , ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ବାଲିଗୁଡା…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ଜିଲ୍ଲାରେ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ଉପରେ ସମୀକ୍ଷା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡ଼ିଶାର ଅତିରିକ୍ତ ନିର୍ବାଚନ ଅଧିକାରୀ ଶତୃଘ୍ନ କର ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ନୟାଗଡ଼ ଜିଲ୍ଲାରେ…