ଡ୍ରଗ୍ସ ଅଧିକାରୀଙ୍କ ଦ୍ବାରା କଲେଜ୍ ଛକ ରଙ୍ଗ ଦୋକାନରେ ଯାଞ୍ଚ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଆଗକୁ ଆସୁଛି ହୋଲି , କଟକ ସହରରେ ଖୋଲିଛି ରଙ୍ଗର ପସରା ! କଟକ ମହାନଗର ନିଗମ , ମାଲଗୋଦାମ ପୁଲିସ ଓ ଡ୍ରଗ୍ସ ଅଧିକାରୀଙ୍କ ଦ୍ବାରା କଲେଜଜ୍ ଛକ ଅଞ୍ଚଳର ରଙ୍ଗ ଦୋକାନରେ ଯାଞ୍ଚ କରାଯାଇଛି ।

Leave a Reply

Your email address will not be published. Required fields are marked *