ରାଜ୍ୟରେ ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟରେ ଅପ୍ରିଲ ୨ ରୁ ସକାଳୁଆ ସ୍କୁଲ ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ । ଯେଉଁଭଳି ଭାବରେ ରାଜ୍ୟରେ ତାତି ବଢ଼ୁଛି , ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା । ମାଲକାନଗିରିରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ । ପିଲାମାନେ ଏତେ ତାତିରେ କିପରି ସ୍କୁଲ ଯିବେ ତାହା ଉପରେ ଦୃଷ୍ଟି ଦିଆଯାଇଛି ।।

Leave a Reply

Your email address will not be published. Required fields are marked *