ଏକାମ୍ର କ୍ଷେତ୍ରରେ ପୁଣି ଶକ୍ତି ଦେଖାଇଲେ ବିରଞ୍ଚି ମହାସୁପକାର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଓଡିଶା ଦିବସ ଅବସରରେ ବିରଞ୍ଚି ନାରାୟଣ ଙ୍କ ଡାକରା ରେ ଏକାମ୍ର ବିଜେଡି ତରଫରୁ ଆୟୋଜିତ ହୋଇଯାଇଛି ଯାଉଛି ବିଶାଳ ପଦଯାତ୍ରା ! ଏକାମ୍ର କ୍ଷେତ୍ର ୫୯ ନଂ ୱାର୍ଡ ର କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଙ୍କ ଆବାହକତ୍ୱରେ ସକାଳ ୯ ଘଟିକା ସମୟରେ ସାମନ୍ତରାପୁର ଛକ ଠାରୁ ତିନି ମୁଣ୍ଡିଆ ଛକ ପର୍ଯ୍ୟନ୍ତ ଏହି ପଦଯାତ୍ରା ଆୟୋଜିତ ହୋଇଛି ! ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିବା ସମୟରେ , ଏକାମ୍ର ଚାହେଁ ବିରଞ୍ଚି ନାରା ରେ କମ୍ପୁଥିଲା ଏକାମ୍ର କ୍ଷେତ୍ର ।

Leave a Reply

Your email address will not be published. Required fields are marked *