ବଡମ୍ବା ବିଜେପି ରେ ତେଜୁଛି ଅସନ୍ତୋଷର ନିଆଁ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : କଟକ ଜିଲ୍ଲା ର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେପି ର ପ୍ରାର୍ଥୀ ଚୟନ ପରେ ବଢୁଛି ଅସନ୍ତୋଷ ! ବାଙ୍କୀ ନିର୍ବାଚନ ମଣ୍ଡଳୀ ପରେ ବଡମ୍ବା ରେ ଦେଖିବାକୁ ମିଳିଛି ପ୍ରାର୍ଥୀ ଙ୍କୁ ବିରୋଧ ! ବଡମ୍ବା ବିଜେପି ନେତା ବିଜୟ ଦଳବେହେରା 2019 ନିର୍ବାଚନ ପର ଠାରୁ ବଡମ୍ବା ରେ ଦଳୀୟ ସଂଗଠନ ସଜାଡି ଆସୁଥିବା ସମୟରେ ଏବେ ଅନ୍ୟ ଜଣେ ପ୍ରାର୍ଥୀ ହେବା ପରେ ବିଜେପି ନେତା ସାମ୍ବାଦିକ ସମ୍ମିଳନୀ ରେ ବିଷ ଓଗାଳିଛନ୍ତି ! ଆଗାମୀ ଦିନରେ ରାଜ୍ୟ ତଥା କେନ୍ଦ୍ରୀୟ ନେତୃମଣ୍ଡଳୀ ତ୍ରୁଟିକୁ ସଂଶୋଧନ ନକଲେ ବଡମ୍ବା ରେ ବିଜେପି ସଂଗଠନ ଭୁଷୁଡ଼ିଯିବ ବୋଲି କର୍ମୀ ଦେଇଛନ୍ତି ଚେତାବନୀ !

Leave a Reply

Your email address will not be published. Required fields are marked *