ଲିଟୁ ମହାସୁପକାର ଙ୍କ ଯୁଦ୍ଧମ ଦେହି ଡ଼ାକରାରେ ହଡ଼ବଡେ଼ଇ ଗଲେଣି ଅଶୋକ : ଫେସବୁକ ରେ ଫେକ ଆକାଉଣ୍ଟ ଖୋଲି ଅପପ୍ରଚାର ଆରମ୍ଭ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଏକାମ୍ର କ୍ଷେତ୍ରରେ ବଢ଼ିବାରେ ଲାଗିଛି ଲିଟୁ ମହାସୁପକାର ଙ୍କ ପ୍ରତି ଜନ ସମର୍ଥନ ! ଦିନକୁ ଦିନ ବଦଳୁଛି ପରିସ୍ଥିତି , ଅଡୁଆରେ ପଡିଲେଣି ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା ! ଜର ଦାଉ ରେ ତାଟିଆ କାମୁଡ଼ା ନୀତିରେ , ସୁଲେଖା ମିଶ୍ର ନାମରେ ଫେସବୁକ ରେ ଫେକ ଆକାଉଣ୍ଟ ଖୋଲି ଲିଟୁଙ୍କ ନାମରେ ହେଉଛି ଅପପ୍ରଚାର ! ସୋସାଲ ମିଡ଼ିଆ ରେ ସୁଲେଖା ଙ୍କୁ ଉଚିତ ଜବାବ ଦେଉଛନ୍ତି ଲିଟୁଙ୍କ ସମର୍ଥକ ଏବଂ ସହଯୋଗୀ ! ତେବେ କେତେକ ସାଧାରଣ ପ୍ରଶ୍ନ , ବିଜେଡି ନେତା ଅଶୋକଙ୍କୁ ପକାଇଛି ଅଡୁଆରେ ! କିଏ ଏହି ସୁଲେଖା ମିଶ୍ର , କୋଉ ନିର୍ବାଚନ ମଣ୍ଡଳୀର ଭୋଟର ସେ ମହାଶୟା , ସେ ତ ମହିଳା ବିଜେଡି ର ନେତ୍ରୀ ନୁହନ୍ତି ? ତେବେ ଅଶୋକ ପଣ୍ଡା ଙ୍କ ସହିତ ବିରଞ୍ଚି ମହାସୁପକାର ଙ୍କ ଫଟୋ ଏବଂ ଭିଡିଓ ସବୁ ସେ ପାଉଛନ୍ତି କୋଉଠୁ ?? ତେବେ କଣ ଏକ ଦୈନିକ ଖବରକାଗଜରେ ବାହାରିଥିବା , ଜନୈକ ମନ୍ତ୍ରୀଙ୍କର ଏକାଧିକ ମହିଳାଙ୍କ ସହିତ ସମ୍ପର୍କ ଖବର ତାହେଲେ ସତ ???

Leave a Reply

Your email address will not be published. Required fields are marked *