ସରକାରୀ ସ୍ବୀକୃତି ଏବଂ ମାନ୍ୟତା ପାଇଲା ବୃନ୍ଦାବନ ଆବାସିକ ମହାବିଦ୍ୟାଳୟ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବୃନ୍ଦାବନ ଆବାସିକ ମହାବିଦ୍ୟାଳୟ ଚଳିତ ଶିକ୍ଷାବର୍ଷରୁ +୨ କଳା , +୨ ବିଜ୍ଞାନ ଏବଂ +୩ ବିଜ୍ଞାନରେ ନାମଲେଖା ଓ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ସରକାରୀ ସ୍ବୀକୃତି ଏବଂ ମାନ୍ୟତା ପାଇଛି । ଏହି ମହାବିଦ୍ୟାଳୟଟି ଘରୋଇ ଆବାସିକ ମହାବିଦ୍ୟାଳୟ ଭାବେ ୨୦୧୮ ମସିହାରୁ ସଫଳତାର ସହିତ ଉତ୍ତମ ଶୈକ୍ଷିକ ବାତାବରଣ , ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ କରିଆସୁଛି । ଆଗ୍ରହୀ ଛାତ୍ରଛାତ୍ରୀ ମାନେ ନାମ ଲେଖାଇବା ପାଇଁ ଯୋଗାଯୋଗ କରିବା ପାଇଁ ଅନୁଷ୍ଠାନ ର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି !

 

Leave a Reply

Your email address will not be published. Required fields are marked *