ପଦ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅନୁଷ୍ଠିତ ! କାର୍ଯ୍ୟକ୍ରମ ରେ ଅନେକ ବଜରଙ୍ଗ ଦଳ କର୍ମୀ ଯୋଗ ଦେଇଥିଲେ ! ଆୟୋଜିତ କାର୍ଯ୍ୟକ୍ରମ ରେ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ଦିଆ ଯାଇଥିଲା ! ଏହି କାର୍ଯ୍ୟକ୍ରମ ରେ ସହଯୋଗ କରି ମୁଖ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ଅକ୍ଷୟ ସାହୁ , ବିକାଶ ପାଣିଗ୍ରାହୀ ଏବଂ ତାଙ୍କ ସହଯୋଗୀ ! ଜୟ ଶ୍ରୀରାମ ଏବଂ ବଜରଙ୍ଗ ବାଲି କି ଜୟ ନାରା ରେ କମ୍ପୁଥିଲା ପରିବେଶ !

Leave a Reply

Your email address will not be published. Required fields are marked *