କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କହୁ କହୁ କଣ କହିଦେଲେ ପ୍ରକାଶ ବେହେରା ! ବଡ ନ୍ୟୁଜ ଚ୍ୟାନେଲ ଉପରେ ଭରସା ନାହିଁ ! କାରଣ ବଡ ବଡ ଗଣମାଧ୍ୟମ ଠାରୁ ନିରପେକ୍ଷ ଖବର ପାଇବା କଷ୍ଟକର ! ଯାହା ବଡ଼ ବଡ଼ ନ୍ୟୁଜ ଚ୍ୟାନେଲ କରି ନପାରେ ତାହା ଡିଜିଟାଲ ମିଡିଆ କରିପାରେ ! ଥରେ ଭଲ କରି ଶୁଣନ୍ତୁ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କଣ କହୁଛନ୍ତି ବିଜେଡିର ବାରବାଟୀ କଟକ ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ! ସମ୍ବାଦ ପରିବେଷଣରେ ଡିଜିଟାଲ ମିଡ଼ିଆ ଏବଂ ପୋର୍ଟାଲର ଭୂମିକା ବଡ଼ ବଡ଼ ଗଣମାଧ୍ୟମ ଠାରୁ ଅଧିକ ରହିଛି । ଯେଉଁଠି ବଡ଼ ବଡ଼ ନ୍ୟୁଜ ଚ୍ୟାନେଲ ପହଞ୍ଚି ପାରିବେ ନାହିଁ ସେଠାରେ ପୋର୍ଟାଲ ପହଞ୍ଚିପାରେ ! ନିଜ ପ୍ରତିକ୍ରିୟାରେ ପ୍ରକାଶ କହୁଛନ୍ତି ଯେ ବଡ଼ ବଡ଼ ଗଣମାଧ୍ୟମ ଠାରୁ ଲୋକେ ନିରପେକ୍ଷ ଖବର ପାଇବା କଷ୍ଟକର ! ସତ୍ୟ ସମ୍ବାଦ ପରିବେଷଣରେ ଛୋଟ ଛୋଟ ନ୍ୟୁଜ ପୋର୍ଟାଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ! ତାମାନେ ଏ କଥା କଣ ସତ ଯେ, ବଡ଼ ଗଣମାଧ୍ୟମ ସତ୍ୟ ଖବର ପରିବେଷଣ କରିବାକୁ ଅସମର୍ଥ ? ଯଦି ହଁ ତେବେ ବଡ଼ ବଡ଼ ଗୋଡ଼ରେ କାହାର ସିକୁଳି ପଡିଛି ? ଏହା ସହ ପ୍ରକାଶ କହିଛନ୍ତି ସାଧାରଣ ଲୋକଙ୍କ ସମସ୍ୟା ଉପସ୍ଥାପନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଡିଜିଟାଲ ମିଡ଼ିଆ ଏବଂ ପୋର୍ଟାଲର ରହୁଛି । ଏବେ ପ୍ରଶ୍ନ ହେଉଛି ସତରେ କଣ ବଡ଼ ଗଣମାଧ୍ୟମ ସଂସ୍ଥା ସତ୍ୟ ଓ ନିରପେକ୍ଷ ଖବରର ପ୍ରଚାର ପ୍ରସାର ପାଇଁ ଅସମର୍ଥ ନା ବଡ଼ ନ୍ୟୁଜ ଚ୍ୟାନେଲ ଉପରେ ପ୍ରକାଶଙ୍କର ଭରସା ତୁଟିଛି !
ବଡ ନ୍ୟୁଜ ଚ୍ୟାନେଲ ଉପରେ ଭରସା ନାହିଁ – କହୁ କହୁ କହିଦେଲେ ପ୍ରକାଶ ବେହେରା !!!

