ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ନିଶ୍ଚିନ୍ତ – ଅନିଲ ବିଶ୍ୱାଳ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ନବୀନ ସରକାରର ଇଞ୍ଜିନ ପୁରୁଣା ହୋଇଗଲାଣି l ପ୍ରବଳ ପଲ୍ୟୁସନ କରୁଛି l ଓଡିଶାକୁ ରାଜ୍ୟରେ ନୂଆ ଇଞ୍ଜିନର ସରକାର ଆବଶ୍ୟକ l ଓଡ଼ିଶାର ଲୋକେ ନିଷ୍ପତି ନେବେ ଓଡିଶାରେ କାହାର ସରକାର ହେବ l ପାଣ୍ଡିଆନ ବାବୁ କିଏ କହିବାକୁ ଯେ ଓଡ଼ିଶାରେ କାହା ସରକାର ହେବ ? ଏପରି କିଛି ପ୍ରସଙ୍ଗ ଉପରେ ନିଜର ମତାମତ ରଖିଛନ୍ତି ଓଡିଶା ବିଜେପି ପ୍ରବକ୍ତା ଅନିଲ ବିଶ୍ୱାଳ !

Leave a Reply

Your email address will not be published. Required fields are marked *