ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ସିଂ ନାମାଙ୍କନ ଦାଖଲ କରିଛନ୍ତି ! ନାମାଙ୍କନ ଦାଖଲ ସମୟ ରେ ଶ୍ରୀ ସିଂ ସାଥିରେ ଥିଲେ ତାଙ୍କ ଭାଇ ତଥା ବିଜେଡି ଯୁବନେତା ସୁବ୍ରତ ସିଂ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବ୍ରତ ବେହେରା, ଜିଲ୍ଲା ପରିଷଦ ସଦସ୍ୟl ନୀଳ କୁମାରୀ ନାଏକ ଓ ଭଟଲି ନିର୍ବାଚନ ମଣ୍ଡଳୀ ର ଅନେକ ଟାଣୁଆ ବିଜେଡି ନେତା !
ଭଟଲି ନିର୍ବାଚନ ମଣ୍ଡଳୀ ର ବିଜେଡି ପ୍ରାର୍ଥୀ ଙ୍କ ନାମାଙ୍କନ ଦାଖଲ !!!

