ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ସ୍ଥିତ ଶ୍ରମିକ ସଂଘ କାର୍ଯ୍ୟାଳୟ ପାଖ ପଡିଆରେ ବିଶାଳ ଶ୍ରମିକ ସମାବେଶ ! ଶ୍ରମିକ ଦିବସ ଅବସରରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳ କାଳିଆପାଣି ସ୍ଥିତ ଶ୍ରମିକ ସଂଘ କାର୍ଯ୍ୟାଳୟ ପାଖ ପଡିଆରେ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ବିଶେଷ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରମିକ , ଯୁବ କର୍ମୀ, ମହିଳା ମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଶର୍ମିଷ୍ଠା ସେଠୀ , ସମ୍ମାନିତ ଅତିଥି ଭାବେ ପ୍ରିତିରଞ୍ଜନ ଘଡାଇ ଯୋଗ ଦେଇଥିଲେ !
କାଳିଆପାଣି ସ୍ଥିତ ଶ୍ରମିକ ସଂଘ କାର୍ଯ୍ୟାଳୟ ପାଖରେ ବିଶାଳ ଶ୍ରମିକ ସମାବେଶ !!!

