ବରଗଡରେ ରାଜନୀତି ମାହୋଲ ପୁରା ସରଗରମ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ସହର ର ଅଶୋକ ପଡିଆ ଠାରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଙ୍କ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି ! ଏହି ସଭା ରେ ବରଗଡ ଲୋକସଭା ବିଜେଡି ପ୍ରାର୍ଥୀନି ଶ୍ରୀମତି ପରିନୀତା ମିଶ୍ର ଓ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ର ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ଉପସ୍ଥିତ ଥିଲେ ! ସେହିପରି ବରଗଡ ଜିଲ୍ଲା ବରଗଡ ବିଧାନସଭା ର କଂଗ୍ରେସ ପ୍ରାର୍ଥୀ ତଥା ସମାଜସେବୀ ଶ୍ରୀ ନିପନ ଦାଶ ନିଜ ପ୍ରଚାର କାର୍ଯ୍ୟକ୍ରମ ରେ ରୋହୁନିଆ ଗ୍ରାମ ରେ ଘର କୁ ଘର ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ ! ଗ୍ରାମ ର ଅନେକ ବ୍ୟକ୍ତି କାର୍ଯ୍ୟକ୍ରମ ରେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ !

Leave a Reply

Your email address will not be published. Required fields are marked *