ପୋଖରୀ ରେ ଗାଧୋଇବା ବେଳେ ଦୁଇ ବାଳିକା ଙ୍କ ମୃତ୍ୟୁ !!!

Spread the love

ବିଂଝାରପୁର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : ପୋଖରୀ ରେ ଗାଧୋଇବା ବେଳେ ଦୁଇ ବାଳିକା ଙ୍କ ମୃତ୍ୟୁ l ଘଟଣାଟି ଘଟିଛି ବିଂଝାରପୁର ବ୍ଲକର ଗୁହାଳୀ ପଂଚାୟତ ରେ l ଗ୍ରାମର ପ୍ରଶାନ୍ତ ମଲ୍ଲିକଙ୍କ ଙ୍କ ଝିଅ ଓ ଗୋପ ମଲ୍ଲିକଙ୍କ ଝିଅ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡି ବାଳିକା ଦ୍ବୟଙ୍କର ମୃତ୍ୟୁ ହୋଇଛି l ଏଥି ପାଇଁ ସାରା ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି , ନିଜ ଜନ୍ମିତ ଅଲିଅଳି ଝିଅଙ୍କୁ କୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା ମା ଓ ସାରା ପରିବାର !

Leave a Reply

Your email address will not be published. Required fields are marked *