ଆମ ରିପୋଟରକନ୍ଧମାଳଜିଲ୍ଲା

୫୦ ବର୍ଷର ପୁରାତନ ପ୍ରାଥମିକ ବିଦ୍ୟାଳୟ ପ୍ରତି ଶିକ୍ଷା ବିଭାଗର ବୈମାତୃକ ମନୋଭାବ କାହିଁକି ???

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବପଲମେଣ୍ଡି (ଲା) ଗ୍ରାମପଞ୍ଚାୟତର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାଯାଜପୁରସ୍ମାର୍ଟ ସିଟି

ମାମଲା ରୁଜୁ କରି ହାତ ବାନ୍ଧି ବସି ରହିଛି ଧର୍ମଶାଳା ପୁଲିସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ସାମ୍ବାଦିକ ସୁରକ୍ଷା ପାଇଁ ବିଭିନ୍ନ ସମୟରେ ହେଉଛି ଆନ୍ଦୋଳନ ! ସୁରକ୍ଷା ଆଇନ ତ…

ଆମ ରିପୋଟରଗଜପତିଜିଲ୍ଲା

ଓଡ଼ିଶା ସାମ୍ବାଦିକ ସଙ୍ଘ ଗଜପତି ଶାଖା ପକ୍ଷରୁ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ସାମ୍ବାଦିକ ସଙ୍ଘ ଗଜପତି ଶାଖା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଗମ୍ଭାରୀମୁଣ୍ଡା ସତସଙ୍ଗ ନିକଟ ରାସ୍ତା ପାର୍ଶ୍ୱ ରେ ଏକ ପୁରାତନ ବର ଗଛ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ଠାରୁ ଗମ୍ଭାରୀମୁଣ୍ଡା ଦେଇ ସୁନାଖଳା ତଥା ଜାତୀୟ ରାଜପଥ ନମ୍ବର ୧୬…

ଆମ ରିପୋଟରଜିଲ୍ଲାବରଗଡ଼

ରାଜସ୍ବ ମନ୍ତ୍ରୀ ଙ୍କୁ ବରଗଡ ମାଟିରେ ସ୍ବାଗତ ସମ୍ବର୍ଦ୍ଧନା !!!

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ରାଜସ୍ବ ମନ୍ତ୍ରୀ ଙ୍କୁ ବରଗଡ ମାଟିରେ ସ୍ବାଗତ ସମ୍ବର୍ଦ୍ଧନା ! ଆଜି ବରଗଡ ସହର…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ସୂଚନା କମିଶନରଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ଅକ୍ଷୟ ଚାନ୍ଦ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସୂଚନା ଅଧିକାର ଆଇନ ର ଉପହାସ କରୁଛି ମାଲକାନଗିରି ଜିଲ୍ଲା ପୁଲିସ ! ତଥ୍ୟ…