ନବୀନ ଙ୍କୁ ଭେଟିଲେ ଦଶପଲ୍ଲା ବାସୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ କର୍ମକର୍ତା ମାନେ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ୨ୟ ଥର ପାଇଁ ନିର୍ବାଚିତ ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ! ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ନୂଆଗାଁ , ଗଣିଆ , ଦଶପଲ୍ଲା ବ୍ଲକ ଏବଂ NAC ରୁ ସମସ୍ତ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ , NAC ଅଧ୍ୟକ୍ଷ୍ୟା, ଯୁବ , ଛାତ୍ର, ମହିଳା କର୍ମକର୍ତ୍ତା ଏବଂ ୨00 ରୁ ଅଧିକ ବରିଷ୍ଠ ସଦସ୍ୟ ନବୀନ ନିବାସରେ ପହଂଚି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଥିଲେ l

Leave a Reply

Your email address will not be published. Required fields are marked *