ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ସହର ର ମାରବାଡ଼ି ଧର୍ମଶାଳା କୁ ଗୋଟିଏ ଦିନ ପାଇଁ ପହଂଚିଛି ମୋବାଇଲ କ୍ୟାନସର ଡିଟେକ୍ସନ ଭ୍ୟାନ୍ ! ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର ମାରବାଡ଼ି ଯୁବାମଞ୍ଚ ର ସଦସ୍ୟ ମାନେ ଡାକ୍ତରୀ ଟିମ କୁ ସହଯୋଗ କରିଥିଲେ ! 35 ରୁ ଉର୍ଦ୍ଧ ବ୍ୟକ୍ତି ନିଜ ନାମ ପଞ୍ଜିକରଣ କରି ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଯାଞ୍ଚ କରାଇଥିଲେ ! ଯୁବମଞ୍ଚ ର ସଭାପତି ସୋମନାଥ ଅଗ୍ରୱାଲ ଙ୍କ ତତ୍ତ୍ୱାବଧାନରେ ବାଲକୋ ମେଡିକାଲ କଲେଜ ର ଡାକ୍ତର ଶ୍ରେଆସ ରେଡଡି ଓ ତାଙ୍କ ଟିମ ଏହି କ୍ୟାମ୍ପ ପରିଚାଳନା କରିଥିଲେ ! ସମସ୍ତ ଚିକିତ୍ସା ମାଗଣା ରେ କରାଯାଇଛି !