ଗଜପତି ଜିଲ୍ଲା ମୁଖ୍ୟ କୃଷୀ ଅଧିକାରୀ ବଳରାମ ସୁବୁଦ୍ଧିଙ୍କ ପଦୋନ୍ନତି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ରେ ଥିବା ଜିଲ୍ଲା ମୁଖ୍ୟ କୃଷୀ ଅଧିକାରୀ ବଳରାମ ସୁବୁଦ୍ଧି ଙ୍କ ପଦୋନ୍ନତି ହୋଇଛି। ସେ ଯୁଗ୍ମ ନିର୍ଦ୍ଦେଶକ ଭାବରେ ପଦୋନ୍ନତି ପାଇଛନ୍ତି ! ଜିଲ୍ଲା କୁ ମୁଖ୍ୟ କୃଷି ଅଧିକାରୀ ଭାବେ ସୁରେନ୍ଦ୍ର ନାଥ ସ୍ୱାଇଁ ଆସି କାର୍ଯ୍ୟରେ ଯୋଗ ଦେବେ ବୋଲି ସୂଚନା ମିଳିଛି ! ସେ ଏବେ ଯାଜପୁର ଜିଲ୍ଲାରେ ଏ ଡି ଓ ଭାବେ କାର୍ଯ୍ୟରତ ଅଛନ୍ତି ।

Leave a Reply

Your email address will not be published. Required fields are marked *