ଧାନ ବିଲରେ ଅଜଣା ମୃତ ଦେହ ଠାବ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଡାଳିଜି ଗ୍ରାମର ହରିଜନ ସାହି ନିକଟରେ ଥିବା ଏକ ଧାନ ବିଲରେ ଅଜଣା ମୃତଦେହ ଠାବ ହୋଇଛି । ମୃତଦେହ ଠାବ ପରେ କୌଣସି ସୂତ୍ରରୁ ଖବର ପାଇ ଡେରାବିଶ ପୋଲିସ ପହଞ୍ଚି ଘଟଣା ସ୍ଥାନରେ ଛାନ ଭିନ୍ ଆରମ୍ଭ କରିବା ସହ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅପରପଟେ ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ସୂଚନାରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *