ମନ୍ଦିର ସାହି ଜୟ ମହାବୀର ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଆୟୋଜିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ଚର୍ଚ୍ଚିକା ମନ୍ଦିର ସାହି ଜୟ ମହାବୀର ପୂଜା କମିଟି ପକ୍ଷରୁ ଗଣେଶ ପୂଜା ଧୁମଧାମରେ ପାଳନ କରାଯାଇଛି ! ସଂଧ୍ୟାରେ ରତାଗଡରୁ ଆସିଥିବା ଭାଗବତ ମଣ୍ଡଳୀ ଙ୍କ ଦ୍ଵାରା ଭାଗବତ ନାମ ସଂର୍କିତ୍ତନ ଆୟୋଜିତ ହୋଇଥିଲା । ପୂଜା କମିଟି ତରଫରୁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା । ପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ବେଶ ଉତ୍ସାହ ର ସହ ପ୍ରଭୁ ଗଜାନନ ଙ୍କର ପୂଜା କାର୍ଯ୍ୟ ସମାପନ କରିଥିଲେ । ସୁରେନ୍ ରଣା , ରାଜେଶ୍ ରଣା, ସୁରେଶ୍ ରଣା, ପିଣ୍ଟୁ ରଣା, ନିରଞ୍ଜନ ରଣା, ଆଶିଷ ରଣା, ରଘୁ ରଣା, ଗୁଡୁ ରଣା, ରାକେଶ ରଣା, ଧୀରୁଆ ରଣା, ଟବୁଲୁ ରଣା ପ୍ରମୂଖ ସଦସ୍ୟ ସକ୍ରିୟ ସହଯୋଗ କରି ପୂଜା କାର୍ଯ୍ୟ ପରିଚାଳନା କରିଥିଲେ !

Leave a Reply

Your email address will not be published. Required fields are marked *