ବରଗଡ ନୂଆପଡା ରେଲୱେ ପ୍ରକଳ୍ପ ପାଇଁ ସାଂସଦ ଙ୍କୁ ସମ୍ବର୍ଦ୍ଧନା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ନୁଆଁଖାଇ ଅବସରରେ ପାଇକମାଳ ଧର୍ମଶାଳା ଠାରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ! ନୁଆଁଖାଇ ଭେଟଘାଟ ମଧ୍ୟ ପାଳନ କରାଗଲା ! ପାଇକମାଳ ର ବିଭିନ୍ନ ଅନୁଷ୍ଠାନ ଯଥା ବଜରଙ୍ଗ ଦଳ ଓ ସ୍ବେଛାସେବୀ ସଂଗଠନ ଓ ବରିଷ୍ଠ ନାଗରିକ ସଙ୍ଘ, ବଣିକ ସଙ୍ଘ ତରଫ ରୁ ଶ୍ରୀ ପ୍ରଦୀପ ପୁରୋହିତ ଙ୍କୁ ମୁଖ୍ୟ ଅତିଥି ରୂପେ ସ୍ବାଗତଂ କରାଯାଇଛି ! ଏହି କାର୍ଯ୍ୟକ୍ରମ ରେ ମଂଚାସୀନ ଥିଲେ ଶ୍ରୀ ପୁରୋହିତ, ମୁନା ତ୍ରିବେଦୀ, ନୀଳ ପଣ୍ଡା, ସରୋଜ ସାମଲ ଓ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ !

Leave a Reply

Your email address will not be published. Required fields are marked *