ଗଣ୍ଡାସମାଜ ର ନୁଆଁଖାଇ ଭେଟଘାଟ !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଗଣ୍ଡାସମାଜ ର ନୁଆଁଖାଇ ଭେଟଘାଟ ହେଲେ ! ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଲପାଲି ଗ୍ରାମ ବଜାର ପ୍ରାଙ୍ଗଣରେ ଗାଇସିଲେଟ ବ୍ଲକ ଗଣ୍ଡାସମାଜ ର ନୂଆଖାଇ ଭେଟ କାର୍ଯ୍ୟକ୍ରମ ଆୟୋଜିଆଟେ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ବିଜେପି ଏସ ଟି ଏସ ସି ମୋର୍ଚା ର ସଂଯୋଜକ ପ୍ରମୋଦ ଛତର , ସମ୍ମାନିତ ଅତିଥି ରୂପେ ସମାଜସେବି ଅଶୋକ କଲେତ ଯୋଗ ଦେଇଥିଲେ ! ଶାନ୍ତି ଭୁଏନା ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ , ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ତଥା ଅଖପାଖ ର ଗଣ୍ଡାସମାଜ ର ମୁଖ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ !

Leave a Reply

Your email address will not be published. Required fields are marked *