ଯଦୁପୁର ପରୀ ହତ୍ୟା ମାମଲା : ଗିରଫ ସରୋଜ ସେଠୀକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ହସ୍ତାନ୍ତର !!!

0
384

Loading

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ପାଞ୍ଚ ବର୍ଷ ଝିଅ ପରୀ ଅପହରଣ ଓ ହତ୍ୟା ଘଟଣା। ଏସଆଇଟି କୁ ଲାଗିଲା ଶକ୍ତ ଧକ୍କା । ଏହି ଘଟଣାରେ ଏସଆଇଟି ଗିରଫ କରିଥିବା ଯୁବକ କୁ କୋର୍ଟରେ ସାବାଳକ ବୋଲି ଦର୍ଶାଇଥିଲା । କିନ୍ତୁ ଜନ୍ମ ପ୍ରମାଣପତ୍ର ଏବଂ ମାଟ୍ରିକ ସାର୍ଟିଫିକେଟ ଅନୁସାରେ ଯୁବକ ଜଣକ ନାବାଳକ ହୋଇଥିବା ପ୍ରମାଣ ଦେଲେ ଓକିଲ । ତାର ଜନ୍ମ ପ୍ରମାଣପତ୍ର ଓ ମେଟ୍ରିକ୍ ସାର୍ଟିଫିକେଟ ପୋସ୍କୋ କୋର୍ଟ ରେ ଦାଖଲ ପରେ ପୋସ୍କୋ କୋର୍ଟ ତାଙ୍କୁ ନାବାଳକ ଦର୍ଶାଇଲେ । ଅଭିଯୁକ୍ତ ର ନାର୍କୋ ଟେଷ୍ଟ ର ଆବେଦନ କୁ ନାବାଳକ ହୋଇଥିବାରୁ ଖାରଜ କଲେ ପୋସ୍କୋ କୋର୍ଟ । ନାବାଳକ ହୋଇଥିବାରୁ ନାର୍କୋ ଟେଷ୍ଟ କୁ ଜୁଭେନାଲ ଜଷ୍ଟିସ ବୋର୍ଡ କୁ ପଠାଇ ଦିଆଯାଇଛି । ମାନ୍ୟବର ଅଦାଲତଙ୍କ ଏପରି ଆଦେଶ ପରେ ଘଟଣାର କରୁଥିବା ଏସଆଇଟି ଏବଂ ଟିମ ର ମୁଖିଆ ଅରୁଣ ବୋଥ୍ରାଙ୍କ ଉପରକୁ ଉଠିଛି ପ୍ରଶ୍ନବାଚୀ .

LEAVE A REPLY

Please enter your comment!
Please enter your name here