ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ର ପ୍ରଦୂଷଣ ବିରୋଧି ଜନମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ! ସୁକିନ୍ଦା ବ୍ଲକ ଅନ୍ତର୍ଗତ କଳିଙ୍ଗନଗରର ପ୍ରଦୂଷଣ ବିରୋଧି ଜନମଞ୍ଚ ପକ୍ଷରୁ ଡ଼ୁବୁରୀ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ସୁକିନ୍ଦା ବ୍ଲକ ଅନ୍ତର୍ଗତ କଳିଙ୍ଗନଗର ଅଞ୍ଚଳରେ ବହୁ କଳକାରଖାନା ଗଢି ଉଠିଥିବା ବେଳେ ସେଥି ମଧ୍ୟରୁ ଟାଟା ଓ ଜିନ୍ଦଲ ପ୍ରମୂଖ ଅଟେ ! ବହୁ କମ୍ପାନୀ ହେତୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ପରିବେଶ ପ୍ରଦୂଷଣ ହେବା ବିରୋଧରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ପକ୍ଷରୁ ଡ଼ୁବୁରୀ ଠାରେ ଏହି ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି ।
କଳିଙ୍ଗନଗର ର ପ୍ରଦୂଷଣ ବିରୋଧି ଜନମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!

