ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ରାଧାକାନ୍ତ ମଠ ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ! ପ୍ରତିଦିନ ସକାଳୁ ଭାଗବତ ପାରାୟଣ ଏବଂ ଓ ସନ୍ଧ୍ୟା 6.30 ଠାରୁ 9.00 ଘଣ୍ଟା ପର୍ଯ୍ୟନ୍ତ ପ୍ରବକ୍ତା ପୂଜ୍ୟ ବାବା ଛନ୍ଦାଚରଣ ଦାସ ଜୀ ମହାରାଜ ପ୍ରବଚନ ଆୟୋଜିତ ହେଉଛି ! ପ୍ରବଚନ ଶୁଣିବା ପାଇଁ ବହୁ ଆଧ୍ୟାତ୍ମିକ ପ୍ରେମିଙ୍କ ସମାଗମ ହେଉଥିବା ବେଳେ ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *