ଖୁବ୍ ଶୀଘ୍ର ପ୍ରକାଶ ପାଇବ ରବିନାରାୟଣ ପଟ୍ଟନାୟକ ଙ୍କ ଦ୍ଵିତୀୟ ପୁସ୍ତକ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲେଖକ ରବିନାରାୟଣ ପଟ୍ଟନାୟକ ଙ୍କ ଲିଖିତ ପୁସ୍ତକ ‘ ହଜି ଗଲାଣି ଆଈମା କାହାଣୀ ‘ ଲୋକଙ୍କ ଦ୍ଵାରା ପାଠକଦୃତି ହେବା ପରେ ଖୁବ୍ ଶୀଘ୍ର ଶ୍ରୀ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ଦ୍ଵିତୀୟ ପୁସ୍ତକ ପ୍ରକାଶ ପାଇବାକୁ ଯାଉଛି । ଏହି ପୁସ୍ତକଟି ମଧ୍ୟ ଲୋକଙ୍କୁ ପସନ୍ଦ ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି । ପୂର୍ବରୁ ରବିନାରାୟଣ ପଟ୍ଟନାୟକ ଙ୍କ ଲିଖିତ ପୁସ୍ତକ ହଜି ଗଲାଣି ଆଈ ମା କାହାଣୀ ପୁସ୍ତକ ଟି ସମସ୍ତଙ୍କୁ ପସନ୍ଦ ଆସିଥିଲା । ଏହି ପୁସ୍ତକ ପାଇଁ ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶଂସିତ ଓ ସମ୍ମାନିତ ହୋଇଛନ୍ତି । ଆସନ୍ତା ନୂଆ ବର୍ଷ ଅବସରରେ ଏହି ପୁସ୍ତକ ଟି ପ୍ରକାଶ ପାଇବ। ଆସନ୍ତା ମାସରେ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ଵାରା ଏହି ପୁସ୍ତକଟି ଉନ୍ମୋଚନ ହେବ ।

Leave a Reply

Your email address will not be published. Required fields are marked *