ଆମ ରିପୋଟରଜିଲ୍ଲାଯାଜପୁର

ଚିନ୍ମୟ ଫାଉଣ୍ଡେସନର ୨୧୮ ଓ ୨୧୯ତମ ସପ୍ତାହର କାରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ସହ ୬୧ତମ ସମୀକ୍ଷା ବୈଠକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ଦୀର୍ଘ…

ଆମ ରିପୋଟରକଟକଜିଲ୍ଲା

ଓଡ଼ିଶା କମ୍ପ୍ୟୁଟର ଏକାଡେମୀ, କଟକ ଶାଖା ଦ୍ବାରା ରକ୍ତଦାନ ଶିବିର ଆୟୋଜିତ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଓଡ଼ିଶା କମ୍ପ୍ୟୁଟର ଏକାଡେମୀ, କଟକ ଶାଖା ଦ୍ବାରା ରକ୍ତଦାନ ଶିବିର ଆୟୋଜିତ ! ରାଜ୍ୟରେ…

ଆମ ରିପୋଟରଗଜପତିଜିଲ୍ଲା

ଗାଁ ଚାଷ ଜମିରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଠାବ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଗୁମ୍ମା ବ୍ଳକ ଅଧିନସ୍ଥ ପାର୍ଶମ୍ବା ଗାଁ ଚାଷ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପରୀକ୍ଷାରେ ରହିଲା କମ ମାର୍କ : ବିଷ ପିଇ ଆତ୍ମହତ୍ୟା କଲେ ନାବାଳିକା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଆଙ୍କୁଲାପଦର ଗ୍ରାମର ମ୍ୟାଟ୍ରିକ ପରୀକ୍ଷାରେ ପାସ୍ କରିଥିବା…

ଆମ ରିପୋଟରଜିଲ୍ଲାଯାଜପୁରରାଜନୀତିରାଜ୍ୟ

ରଣାଗୁଣ୍ଡିରେ ପ୍ରିତିରଞ୍ଜନଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଥିବା ସମୟରେ ଝିଲିକ ଙ୍କୁ ବିରୋଧ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣାଗୁଣ୍ଡି ଗ୍ରାମରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରିତିରଞ୍ଜନଙ୍କ ପାଇଁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଯୁକ୍ତ ଦୁଇ ପରୀକ୍ଷା ରେ ବ୍ଲକ ଟପର୍ ବି ଦୀପିକାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ପରୀକ୍ଷାରେ ଚଳିତ ବର୍ଷ ମଧ୍ୟ…

ଆମ ରିପୋଟରଗଜପତିଜିଲ୍ଲା

ରାସ୍ତା ଓ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଦୁଇ ଗ୍ରାମବାସୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଳକର ଲାଇଲାଇ ପଞ୍ଚାୟତର ବିଷମପାଡି ଗ୍ରାମବାସୀ ଓ ଏସ କରଡାସିଂ…