ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ରଙ୍କନାଥ ଦେବଙ୍କ ନୀତିକାନ୍ତିରେ ବିଭ୍ରାଟ : ଉପାସ ରେ ବାହାର ଯାତ୍ରା କଲେ ଚଳନ୍ତି ପ୍ରତିମା ପ୍ରଭୁ ମଦନମୋହନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମଙ୍ଗଳବାର ବାଣପୁର ଅଞ୍ଚଳର ଆରାଧ୍ୟ ପ୍ରଭୁ ରଙ୍କନାଥଦେବଙ୍କ ନିତୀ କାନ୍ତିରେ ବିଭ୍ରାଟ ଦେଖା ଦେଇଛି…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଦୁଇଟି ସ୍ଥାନରେ ଚଢ଼ାଉ : ୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଅବକାରୀ ବିଭାଗ ଆଜି ଦୁଇ ଦୁଇଟି ସ୍ଥାନରେ ଚଢ଼ାଉ କରି ମୋଟ ୭କେଜି…

ଆମ ରିପୋଟରଜିଲ୍ଲାରାଜନୀତିରାଜ୍ୟସମ୍ବଲପୁର

ବିଜେଡିରେ ଯୋଗଦେଲେ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ !!!

ସମ୍ବଲପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମ୍ବଲପୁର ସାଂସଦ ତଥା ଦେବଗଡ ରାଜା ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଶ୍ରୀମତୀ ଅରୁନ୍ଧତୀ ଦେବୀ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ବିଜେପିରେ ବିଦ୍ରୋହ : ଟିକେଟ ଦେଇ ଟିକେଟ କାଟୁଛି ବିଜେପି !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ବିଜେପି ସଭାପତି ତାପସ ରଞ୍ଜନ ମାର୍ଥାଙ୍କୁ ଦଳ ପ୍ରଥମେ ଟିକେଟ ଦେଇଥିବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟସ୍ମାର୍ଟ ସିଟି

ଭୁବନେଶ୍ୱର ମେୟର , କେଡେ ପାରିବାର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଏମିତିକା ଜଳଛତ୍ର ସାରା ଭାରତରେ କେହି କରି ପାରିବେନି , ଏହା କେବଳ ସୁଲୋଚନା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିଚ଼ିତ୍ରମୟୀ ମା’ଭଗବତୀ : ବିଚ଼ିତ୍ର ତାଙ୍କରି ପରମ୍ପରା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଉତ୍କଳୀୟ କଳା,ସଂସ୍କୃତି ,ପରମ୍ପରା ଯେପରି ଭିନ୍ନ ଭିନ୍ନ,ଦେବା ଦେବୀଙ୍କ ପାଖରେ ପ୍ରଚଳିତ ପରମ୍ପରା ,…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ରୁକୁଣା ରଥ ଅବସରରେ ଏକାମ୍ର ମହିଳା ମଞ୍ଚ ତରଫରୁ ଜଳସେବା ଶିବିର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଅନ୍ତିମ…

ଆମ ରିପୋଟରଜିଲ୍ଲାବରଗଡ଼

ପଦ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା !!!

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ପଦ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅନୁଷ୍ଠିତ !…