ଆମ ରିପୋଟରଗଜପତିଜିଲ୍ଲା

ପୁରୁଣା କେରାଣ୍ଡି ଗ୍ରାମରେ ସ୍ୱାମୀ ଆୟାଆପ୍ପାଙ୍କ ଭଜନ ସମାରୋହ ପୂଜାର୍ଚ୍ଚନା ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କେରାଣ୍ଡି ଗ୍ରାମରେ ସ୍ୱାମୀ ଆୟାଆପ୍ପାଙ୍କ ଭଜନ ସମାରୋହ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ସମାରୋହ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଆଜି ସମ୍ବିଧାନ ଦିବସର ଉଦଯାପନ ସମାରୋହ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର…

ଆମ ରିପୋଟରଜିଲ୍ଲାଯାଜପୁର

ହରିପୁର ମହାବିଦ୍ୟାଳୟ ପାର୍ଶ୍ୱରୁ ୧୨ ଫୁଟ ଅଜଗର ଉଦ୍ଧାର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବନ ବିଭାଗ ଅନ୍ତର୍ଗତ ହରିପୁର ମହାବିଦ୍ୟାଳୟ ପାର୍ଶ୍ୱରୁ ଏକ ୧୨ ଫୁଟ ଲମ୍ବର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ପୁଣି ଚୋରି : ପାଞ୍ଚ ଭାଇଙ୍କ ଘରେ କଳାକନା ବୁଲେଇ ଲେ ଚୋର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅଂଚଳ ରେ ଗୋଟିଏ ମାସ ମଧ୍ୟରେ ସାତୋଟି ଘର ତାଲା ଭାଙ୍ଗି…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଦୁର୍ଦ୍ଦାନ୍ତ ମାଓନେତା ଦାଶୁର ଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜା ର ଆତ୍ମସମର୍ପଣ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସୁରକ୍ଷା ବାହିନୀଙ୍କ ଲଗାତାର ଚଢ଼ାଉ ଫଳରେ କନ୍ଧମାଳ ଜିଲାରେ ମାଓ ଦୁର୍ଗ ଭୁଷୁଡ଼ିବାରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ ସମ୍ବିଧାନ ଦିବସ ପାଳିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭାରତ ସରକାର ୨୦୧୫ ମସିହାରେ ନଭେମ୍ବର ୨୬ ତାରିଖ ଦିନକୁ ସମ୍ବିଧାନ ଦିବସ ଭାବରେ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଓ ବାଳିକା ହିଂସା ଦୂରୀକରଣ ଦିବସ ଅଭିଯାନ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ଓ ଆଇ ଏସ ଆର ଡି ସଖୀ ୱାନ ଷ୍ଟପ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଫିନୋଲେକ୍ସ ଓ ମୁକୁଲ ମାଧବ ଫାଉଣ୍ଡେସନ ପକ୍ଷରୁ ପଟ୍ଟାମୁଣ୍ଡାଇ ଶିଳ୍ପ ତାଲିମ କେନ୍ଦ୍ରରେ ନିଯୁକ୍ତି ଭିତ୍ତିକ କାର୍ଯ୍ୟକ୍ରମ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଶିଳ୍ପ ତାଲିମ ଅନୁଷ୍ଠାନରେ ଫିନୋଲେକ୍ସ ଓ ମୁକୁଲ ମାଧବ…

ଆମ ରିପୋଟରଗଜପତିଜିଲ୍ଲା

ନିଶାମୁକ୍ତ ଭାରତ ଅଭିଯାନ ପାଳନ ଅବସରରେ ଗୋଷାଣି ବ୍ଲକ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସଦରମହକୁମା ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ନିଶାମୁକ୍ତ…

ଆମ ରିପୋଟରଗଜପତିଜିଲ୍ଲା

କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମୋଦି ସରକାରର କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଜିଲ୍ଲା ପାଳଙ୍କ ଅଫିସ…