ଆମ ରିପୋଟରକଟକଜିଲ୍ଲା

ଦଳୀୟ ଟିକେଟ ପାଇବା ପରେ ଦେବୀ ପ୍ରସାଦ ମିଶ୍ରଙ୍କୁ ଶୁଭେଚ୍ଛା !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ତରଫରୁ ବିଧାନସଭା ପ୍ରାର୍ଥୀ ଭାବରେ ପୁନର୍ବାର ଦେବୀ…

ଆମ ରିପୋଟରଗଜପତିଜିଲ୍ଲା

ବିଶ୍ଵ ନାଟ୍ୟ ଦିବସ ରେ ନାଟୁଆ ମେଳା ଆୟୋଜିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ଵ ନାଟ୍ୟ ଦିବସ ଅବସରରେ ନାଟୁଆ ମେଳା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଆସନ୍ତା କାଲି ପ୍ରସିଦ୍ଧ ବାଣପୁର ପଞ୍ଚୁ ଦୋଳ ଯାତ୍ରା : ଠାକୁରଙ୍କ ଅପେକ୍ଷାରେ ପଲଟଣ ପଡିଆ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା କାଲିଠାରୁ ମହା ସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା…

ଆମ ରିପୋଟରଗଜପତିଜିଲ୍ଲା

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଆନୁକୂଲ୍ୟରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ…

ଆମ ରିପୋଟରକଟକଜିଲ୍ଲା

ଦର୍ଶନଶାସ୍ତ୍ର ବିଭାଗ ଶେଷ ବର୍ଷ ପିଲାଙ୍କୁ ବିଦାୟ ସମ୍ବର୍ଦ୍ଧନା !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ସୁଦର୍ଶନ ଡିଗ୍ରୀ ମହାବିଦ୍ୟାଳୟର ଦର୍ଶନ ଶାସ୍ତ୍ର ବିଭାଗର…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବରିଷ୍ଠ ନେତା ହୋଇ ରହିଗଲେ ଦୁଇ ପ୍ରଭାତ : ପୁଅ ହାତେଇଲେ ଟିକେଟ !!!

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ଆସନ୍ତା ନିର୍ବାଚନ ପାଇଁ ବିଜେଡି ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲା

ଧମକ ଦେବା ଓ ବଟି ଆଦାୟ କରୁଥିବା ଯୁବକଙ୍କ ନାମରେ ଥାନାରେ ଏତଲା !!!

ପାରାଦ୍ଵୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ଧମକ ଦେବା ଓ ବଟି ଆଦାୟ କରୁଥିବା ଯୁବକଙ୍କ ନାମରେ ଥାନାରେ ଏତଲା ।…

ଆମ ରିପୋଟରଜିଲ୍ଲାଯାଜପୁର

ସମଲପୁର ଗ୍ରାମରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ !!!

ବିଂଝାରପୁର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ମଲ୍ଲିକ : ସମଲପୁର ଗ୍ରାମରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ ! ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକର…