ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ବାଣପୁର ବ୍ଲକ ପ୍ରଶାସନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଆଦିବାସୀ ଅଧୁଷିତ ଅଞ୍ଚଳ ଭାବେ ପରିଚିତ ଦମିଆ ବରବରା ଓ ନୀଳାଦ୍ରି…

ଆମ ରିପୋଟରଜିଲ୍ଲାବରଗଡ଼

ବରଗଡ଼ ଧନୁଯାତ୍ରା : ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଓ ନନ୍ଦ ଉତ୍ସବ !!!

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା , ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଓ ନନ୍ଦ…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲାରେ କଳା ବ୍ୟାଜ ପିନ୍ଧି 4 ଦଫା ଦାବି ନେଇ ପ୍ରାଣୀ ଚିକିତ୍ସକଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : 4 ଦଫା ଦାବି ନେଇ ରାଜ୍ୟବ୍ୟାପୀ ପ୍ରାଣୀ ଚିକିତ୍ସକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ…

ଆମ ରିପୋଟରଜିଲ୍ଲାବରଗଡ଼

ମେଲଚ୍ଛାମୁଣ୍ଡା ଗ୍ରାମ ପଂଚାୟତ ଓ ପେଟୁ ପାଳି ଗ୍ରାମ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ହର୍ଷ ଉଲ୍ଲାସ ରେ ପାଳିତ !!!

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ର ମେଲଚ୍ଛାମୁଣ୍ଡା ଗ୍ରାମ ପଂଚାୟତ ଓ ପେଟୁ ପାଳି ଗ୍ରାମ ଠାରେ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ବେଆଇନ ଭାବେ ଇଟା ବ୍ୟବସାୟୀଙ୍କ ବିଦ୍ୟୁତ କାଟିବା ନେଇ ପ୍ରତିବାଦ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବେଆଇନ ଭାବେ ଇଟା ବ୍ୟବସାୟୀଙ୍କ ବିଦ୍ୟୁତ କାଟିବା ନେଇ ପ୍ରତିବାଦ । ବିଦ୍ୟୁତ…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ସମ୍ମାନିତ ହେବେ ରବିନାରାୟଣ ପଟ୍ଟନାୟକ !!!

ତାଳଚେର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶା ର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ କଲ୍ୟାଣ ସେବା ପକ୍ଷରୁ ଆସନ୍ତା ଜାନୁଆରୀ ୨୧…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଶିବଜ୍ୟୋତି ଧାମ ପରିସରରେ ପୂଜ୍ୟ ପିତାଶ୍ରୀ ପ୍ରଜାପିତା ବ୍ରହ୍ମାବାବା ଙ୍କ ୫୫ ତମ ପୁଣ୍ୟ ସୃତି ଦିବସ ପାଳନ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟ ଶିବଜ୍ୟୋତି ଧାମ ପରିସରରେ ଗୁରୁବାର…

ଆମ ରିପୋଟରକଟକଜିଲ୍ଲା

ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ପରିସରରେ ” ନୁଆ – ଓ ” ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା ଆୟୋଜନ !!!

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ର ଆୟୋଜକ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର…

ଅନୁଗୁଳଆମ ରିପୋଟରଜିଲ୍ଲାଢେଙ୍କାନାଳ

ନାତିଡ଼ି କପ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ !!!

ତାଳଚେର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ତାଳଚେର ବ୍ଲକ ନାତିଡ଼ି ଗ୍ରlମ ରେ ନାତିଡ଼ି କପ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ…